ପ୍ରଦର୍ଶନୀ ପଡିଆରେ ହସ୍ତଶିଳ୍ପର ସମ୍ଭାର । ବିକ୍ରି ହେଉଛି ଚାନ୍ଦୁଆ, ଫୁଲଦାନୀ, ପଟ୍ଟଚିତ୍ରଠୁ ଆରମ୍ଭ କରି ବିଭିନ୍ନ ପ୍ରକାର ହସ୍ତଶିଳ୍ପ ସାମଗ୍ରୀ ।କୋରୋନା ମହାମାରୀ ଯୋଗୁ ଚଳିତ ବର୍ଷ ଜମୁନି ଲୋକଙ୍କ ଭିଡ । ରାଜଧାନୀ ଭୁବନେଶ୍ବରର ୟୂନିଟ 3 ଇଡକୋ ପଡିଆରେ ଅନୁସୂଚିତ ଜାତି କାରିଗରଙ୍କ ପାଇଁ ଅନୁଷ୍ଠିତ ହସ୍ତତନ୍ତ ପ୍ରଦର୍ଶନୀ ମେଳା ଶେଷ ହୋଇଛି । #ArgusNews #Odisha #IdcoExhibitionGround #HandloomExhibition #Bhubaneswar