ତୈଳ ଦର ବୃଦ୍ଧି ସମେତ ରାଜ୍ୟରେ ବୃଦ୍ଧି ପାଉଥିବା ରାଜନୈତିକ ହିଂସା ଓ ନାରୀ ନିର୍ଯ୍ୟାତନା କୁ ନେଇ ଆଜି 6 ଘଂଟିଆ ଓଡିଶା ବନ୍ଦ ଡାକରା ଦେଇଥିଲା ରାଜ୍ୟ କଂଗ୍ରେସ । ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କଂଗ୍ରେସ ନେତା ଓ କର୍ମୀ ମାନେ ବାଇକ ରାଲି ମାଧ୍ୟମରେ ପିକେଟିଂ କରିବା ସହ ଏନ ଏଚ ଓ ସହରର ମୁଖ୍ୟ ରାସ୍ତାଗୁଡିକ ବନ୍ଦ କରିଥିଲେ....
#ArgusNews #Odisha #Congress #Strike