ରାଜ୍ୟ ସ୍ୱାର୍ଥ ଦୃଷ୍ଟିରୁ ସବୁ ବିରୋଧୀ ଦଳ ଏକାଠି ହେବା ଦରକାର... ଚିରାଚରିତ ଢ଼ଙ୍ଗରେ ବିଧାନ ସଭାରେ ଚାଲୁଚି ।କଂଗ୍ରେସ ସହଯୋଗ କଲେ ବାଚସ୍ପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବେ ବୋଲି କହିଲେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର...
#ArgusNews #Odisha #Bhubaneswar #Assembly #JayNarayanMishra