ଓଡ଼ିଶାର ନିରନ୍ତର ବିକାଶ ପାଇଁ ଶୁଭକାମନା ଦେଇଛନ୍ତି ରାଷ୍ଟ୍ରପତି
ସେହିପରି ଟ୍ୱିଟ ଯୋଗେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜମାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି, ଓଡ଼ିଶାର ବିଶେଷ ସଂସ୍କୃତିକୁ ମୋର ସମ୍ମାନ...
#ArgusNews #Odisha #UtkalDivas #President of India #PMO India