ବାପାଙ୍କ ଅଧୁରା ସ୍ୱପ୍ନ ପୁରା କରୁଛି ପୁଅ
ଦୀର୍ଘ ଦିନରୁ ବନ୍ଦ ଥିବା ଜୋତା କାରଖାନା ପୁଣି ଚଳଚଞ୍ଚଳ । ବାପାଙ୍କ ସ୍ୱପ୍ନ ପୂରଣ କରିବାକୁ ଅଣ୍ଟା ଭିଡିଛି ପୁଅ ବିଜୟ ମେହେର । ଦୁଇ ମାସ ହେଲା ଜୋତା କାରଖାନା ପୁନଃ ଖୋଲି ପୂର୍ବ ସ୍ଥିତିକୁ ଫେରାଇ ଆଣିବାକୁ ଦିନରାତି ଚାଲିଚି କଠିନ ପରିଶ୍ରମ । ତିଆରି ଜୋତାକୁ ବିଭିନ୍ନ ସରକାରୀ ଏବଂ ବେସରକାରୀ ସଂସ୍ଥା, ସ୍କୁଲର ଛାତ୍ରଛାତ୍ରୀ ଓ ଜନସାଧାରଣ ପିନ୍ଧିବେ । ଉତ୍ପାଦନ ହେଉଥିବା ଜୋତାର ପେକିଂ ଡ଼ବାରେ ସମ୍ବଲପୁରୀ ଛାପ ଦିଆଯାଉଛି । ଆଗାମୀ ଦିନରେ ଅନେକ ଲୋକଙ୍କୁ ରୋଜଗାର ଦେବାର ଆଶା ରଖିଛନ୍ତି ବୋଲି କହିଛନ୍ତି ବିଜୟ.......
#ArgusNews #Odisha #Bolangir #Shoe_Factory #BijayMeher
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app