ପୁଣି ବିବାଦରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ମନ୍ତ୍ରୀ ଅରୁଣ ସାହୁଙ୍କ ସୁରକ୍ଷା ପାଇଁ ଓକିଲାତି କରୁଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ...ବଳି ଓ ଦୁଷ୍କର୍ମ ଥିଓରି କହି ଅଙ୍ଗ ଚୋରି ଅଭିଯୋଗକୁ ଡାଇଭର୍ଟ ପାଇଁ ପ୍ରୟାସ କରୁଛନ୍ତି ସଂଧ୍ୟାବତୀ...
#ArgusNews #Odisha #Nayagarh #JusticeForParee #OSCPCR