#ଚିକିତ୍ସାରେ_ଅର୍ଥ_ସାଜିଛି_ବାଧକ
ଅର୍ଥ ଅଭାବରୁ ହେଇ ପାରୁନି ଚିକିତ୍ସା । ଅଜଣା ରୋଗରେ ଆକ୍ରାନ୍ତ ହୋଇ ଦୀର୍ଘ ଚାରିବର୍ଷ ହେଲା ଚାଲିବୁଲି କରିପାରୁ ନାହାନ୍ତି ନୟନା । ଫଳରେ ରୋଗ ଶଯ୍ୟାରେ ପଡିଥିବା ବେଳେ ସ୍ୱାମୀ ହିଁ ସାହାଭରସା । ଏବେ ସରକାରୀ ସହାୟତାକୁ ଚାତକ ଭଳି ଅନାଇ ବସିଛନ୍ତି ...
#ArgusNews #Odisha #Boudh #UNKNOWNDISEASE #helplessfamily