କୁହାଯାଏ ଯାହା ପାଇଁ କେହି ନାହିଁ ତା ପାଇଁ ଭଗବାନ ଅଛନ୍ତି । ଜଣେ ଦ଼ଷ୍ଟିଶକ୍ତି ହରାଇଥିବା ମହିଳା ନିଜ ଜନ୍ମକଲା ସନ୍ତାନକୁ ଦେଖିପାରୁନଥିଲେ । ଅନେକ ଦିନ ଧରି ଅସହାୟରେ କାଳତିପାତ କରୁଥିଲେ ସେ । କିନ୍ତୁ ଏବେ ସେ ଅସହାୟ ନୁହଁନ୍ତି ଏବେ ତାଙ୍କୁ ସହାୟତାର ହାତ ବଢାଇଛି ସ୍ୱପ୍ନ ଫାଉଣ୍ଡେସନ....