#ମିକ୍ସଚର୍_ବିକାଳୀରୁ_ବିଏସ୍ଏଫ_ଯବାନ
ଦିନ ଥିଲା ଦୋକାନ ଦୋକାନ ବୁଲି ମିକ୍ସଚର ବିକୁଥିଲେ ହେଲେ ଏବେ ଭାରତର ବୋର୍ଡ଼ର ଜଗିବେ .... ଅର୍ଥ ଅଭାବ ଏବଂ ଅସ୍ତ୍ରୋପଚାର ପରେ ବି ସେନା ରେ ଭର୍ତ୍ତି । ପ୍ରତ୍ୟେକଟି ଦିନ ତାଙ୍କ ପାଇଁ ଥିଲା ବଡ଼ ଚ୍ୟାଲେଞ୍ଜ । ଶୁଣନ୍ତୁ ଦିପ୍ତୀମୟୀଙ୍କ ସଂଘର୍ଷ କାହାଣୀ ...
#ArgusNews #Berhampur #Deeptimayee #BSF_JAWAN
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app