ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ ଚାଲିଛି ନିମ୍ନମାନର କାର୍ଯ୍ୟ
ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ ଚାଲିଛି ନିମ୍ନମାନର କାର୍ଯ୍ୟ। ବିଶ୍ୱବିଦ୍ୟାଳୟ ପାଇଁ ନିର୍ମାଣ ହେଉଥିବା ଲାଇବ୍ରେରୀ, ଏକାଡେମିକ ବ୍ଲକ ଓ ଛାତ୍ରୀନିବାସର ନୂତନ ବିଲ୍ଡିଂରେ ନିମ୍ନମାନର କାର୍ଯ୍ୟ ହେଉଛି ବୋଲି ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ। ଏହାକୁ ନିର୍ମାଣ କରିବା ପାଇଁ ସରକାର 4 କୋଟି ଟଙ୍କା ଦେଇଥିବା ବେଳେ କାହିଁକି ଏଭଳି ନିମ୍ନ ମାନର କାର୍ଯ୍ୟ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ.......
#ArgusNews #Argusupdate #Odisha #Cuttack #MSLawCollege
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app