#କିଏ_ପୋଛିବ_ଦାଦନ_ଶ୍ରମିକ_ପରିବାରର_ଲୁହ
ଦାଦାନର ମୃତ୍ୟୁ ପରେ ଅସହାୟ ପରିବାର । ମୁଣ୍ଡ ଗୁଞ୍ଜିବାକୁ ଭଲ ଘର କଣ୍ଡେ ନଥିବା ବେଳେ ଦୁଇ ମୁଠା ଖାଦ୍ୟ ଯୋଗାଡ କରିବା ବି କଷ୍ଟକର ହୋଇପଡିଛି । ଏପରିକି ଅର୍ଥାଭାବରୁ ଅଧାରୁ ଛାଡିବାକୁ ପଡୁଛି ପାଠ । ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଅନ୍ତର୍ଗତ ଦାନ୍ତିଆମୁହାଁ ପଞ୍ଚାୟତ ବଡଜାମବାଣୀ ଗାଁର ବିଧିଆ ସିଂଙ୍କ ପରିବାର ଉପରେ ଦୁଃଖର କଳାବାଦଲ ।
#Mayurbhanja #Moroda #HelplessFamily #Odisha #ArgusNews