କଥା କହିବାକୁ ଦେହରେ ଶକ୍ତି ନାହିଁ । କିଛି ପଚାରିଲେ ଭୋ ଭୋ ହେଇ କାନ୍ଦି ପକାଉଛନ୍ତି । ଏପଟେ ଦେହର ଅସହ୍ୟ ଯନ୍ତ୍ରଣାକୁ, ସେପଟେ ପରିବାରର ବୋଝ । ଆଖିରୁ ଯେମିତି ଲୁହ ଶୁଖିବାର ନା ନେଉନି । ଦୀର୍ଘ ୮ ବର୍ଷ ହେବ ଏହି ଭଙ୍ଗା କୁଡିଆ ଘରେ ପଡି ରହିଛନ୍ତି । ଆଖିରେ ଥିବା ଅନେକ ସ୍ବପ୍ନ ଯେମିତି ଧୁଳିସାତ ହେଇଯାଇଛି ।
#Jajpur #Sanjulata #help #treatment #Odisha #ArgusNews