କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍ରେ ଆବାସ ଯୋଜନାରେ ବହୁ ଥିଲାବାଲା ଘର ହାତେଇଥିବା ବେଳେ ଗରିବ ଲୋକେ ଭଙ୍ଗାଦଦରା ପଲିଥିନ ଘରେ ଦିନ କାଟୁଛନ୍ତି । ବାରମ୍ବାର ଗୁହାରି କରିବା ପରେ ଅଧିକାରୀଙ୍କ ନିର୍ଦ୍ଦେଶ ସତ୍ତ୍ୱେ ମଧ୍ୟ ସେମାନଙ୍କୁ ଆବାସରୁ ବଞ୍ଚିତ କରାଯାଉଥିବା ଅଭିଯୋଗ ହେଉଛି ।
#ArgusNews #ArgusNewsTV #Odisha #Keonjhar #AwasYojna