#ଓମିକ୍ରନ_ନୁହେଁ_କୋଭିଡର_ଶେଷ
#ଆଗକୁ_ଆସିପାରେ_ଚତୁର୍ଥ_ଲହର
#ସବୁ_ଜିଲ୍ଲାରେ_ରହିଛି_ସଂକ୍ରମଣ
ଓମିକ୍ରନ ନୁହେଁ କୋଭିଡର ଶେଷ ଭ୍ୟାରିଆଣ୍ଟ । ଆଗକୁ ଅନ୍ୟ ମ୍ୟୁଟେସନ ଆସିବାର ସମ୍ଭାବନାକୁ ଏଡାଇ ହେବନି, ତେଣୁ ଜନସାଧାରଣଙ୍କୁ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ଆଗକୁ ଚତୁର୍ଥ ଲହର ଆସିପାରେ । ସଂକ୍ରମଣ ତଳମୁହାଁ ରହିଥିଲେ ବି ଲୋକଙ୍କୁ ସଜାଗ ରହିବାକୁ ପଡିବ ବୋଲି କହିଛନ୍ତି ବିଶେଷଜ୍ଞ ।
#Omicron #newvariant #covid #COVID19 #healthexperts #Odisha #ArgusNews