#ଐତିହାସିକ_ଶ୍ରୀରାମ_ନବମୀ_ପାଇଁ_ଚଳଚଞ୍ଚଳ_ଭଦ୍ରକ_ସହର
#ଗାନ୍ଧୀପଡିଆ_ଠାରେ_ଧୂମଧାମରେ_ଚାଲିଛି_ପୂଜାର୍ଚ୍ଚନା
ଚଳିତ ବର୍ଷ ପବିତ୍ର ଶ୍ରୀରାମ ନବମୀ ପାଇଁ ଏବେ ଉତ୍ସବ ମୁଖର ଭଦ୍ରକ ସହର । ସାରା ସହର ଏବେ ଗେରୁଆ ମୟ । ସହରର ବିଭିନ୍ନ ୱାର୍ଡରେ ଶେଷ ପର୍ଯ୍ୟାୟରେ ଚାଲିଛି ମେଢ଼ ନିର୍ମାଣ କାର୍ଯ୍ୟ । ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ଆଜି ଶ୍ରୀରାମ ମଣ୍ଡପରେ ଚାଲିଛି ମହାଯଜ୍ଞ ପାଠ ।
#bhadrak #RamNavami #festival #police #Odisha #ArgusNews