ଠକି ଦେଇ ଠିକାଦାର ଛୁ । ପିଚୁ ରାସ୍ତା ନିର୍ମାଣ ପରେ 6ମାସ ବି ଗଲାନି । କେଉଁଠି ପିଚୁ ଉଠି ମୋରମ ଦେଖା ଯାଉଛି ତ ଆଉ କେଉଁଠି ଖାଲଖମାରେ ଭର୍ତ୍ତି । ଇଏ ହେଉଛି ମୟୂରଭଞ୍ଜ ଶ୍ୟାମାଖୁଣ୍ଟା ବ୍ଲକର ବାଉଁଶବିଲା ପଞ୍ଚାୟତର ନୁରୁସାହି ଠାରୁ ପୁଣ୍ଡୁରା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ନିର୍ମାଣ ହୋଇଥିବା ରାସ୍ତା।
#contractors #construction #RoadProblem #Mayurbhanj #PMGSY #Odisha #ArgusNews