ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅଧିନସ୍ଥ ତୁଳସୀ ପାହାଡ଼ ଅଞ୍ଚଳରେ ଥିବା କୀର୍ମିତି ଓ ଚାନ୍ଦିମେଟା ଗାଁ ଅଧୀନସ୍ତ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ଡିଭିଏଫେ ଓ ଏସଓଜି ଯବାନଙ୍କ ପକ୍ଷରୁ କୁମ୍ବିଂ ଜାରି ଥିବା ବେଳେ, ମାଓବାଦୀମାନେ ଏହି ଯବାନଙ୍କୁ ଦେଖି ଗୁଳି ଚାଳନା କରିଥିଲେ । ଯବାନମାନେ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲେ । ମାଓବାଦୀମାନେ ସେହି ଅଞ୍ଚଳରୁ ଛତ୍ର ଭଙ୍ଗ ଦେଇଛନ୍ତି ।
#Malkangiri #DVAF #SOGJawan #terrorist #Odisha #ArgusNews