#ଦଶମ_ଶ୍ରେଣୀ_ଭୂଗୋଳ_ବହିରେ_ସାଙ୍ଘାତିକ_ଭୁଲ୍
#ଛାତ୍ରଛାତ୍ରୀଙ୍କୁ_ଦିଆଯାଉଛି_ଭୂଲ୍_ତଥ୍ୟ
କିଛିଦିନ ତଳେ ଓଡ଼ିଶା ବିଧାନସଭାରେ ରାଜସ୍ୱ ବିପର୍ଜୟ ମନ୍ତ୍ରୀ ଦେଓମାଳି କାହାର ପ୍ରଶ୍ନର ଉତ୍ତର ଦେଇ ବିବାଦରେ ଛନ୍ଦି ହୋଇଥିଲେ । ଆଉ ଏବେ କୋରାପୁଟର ଗର୍ବ ଆଉ ଗୌରବ, ଭାରତର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଦ୍ଵାରା ପ୍ରତିଷ୍ଠିତ ତଥା ଓଡ଼ିଶା ଜଳ ବିଦ୍ୟୁତ ନିଗମ ଦ୍ଵାରା ପରିଚାଳିତ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପ କେନ୍ଦ୍ରକୁ ଆନ୍ଧ୍ରର ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ଦଶମ ଶ୍ରେଣୀ ଭୂଗୋଳ ବହିରେ ପ୍ରକାଶିତ କରାଯାଇ ଛାତ୍ରଛାତ୍ରୀଙ୍କୁ ଭୁଲ ତଥ୍ୟ ଦେଉଥିବା ଅଭିଯୋଗ ହୋଇଛି ।
#CHSE #geographybook #mistake #10classBook #Odisha #ArgusNews