ବିକାଶ ଖଜୁଛି ଦୁର୍ଗମ ଅଞ୍ଚଳ। ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ମୌଳିକ ସୁବିଧା ପାଇବାର ବଞ୍ଚିତ କୋରାପୁଟର ସିମାନ୍ତବାସୀ । ଗୋଟେଏକି ଦୁଇଟି ନୁହେଁ ସାତ ଖଣ୍ଡ ଗାଁରେ ବିକାଶ ଆଜିବି ଅପହଞ୍ଚ । ଜଙ୍ଗଲ ପାହାଡ଼ ଘେରରେ ଥିବା ଗାଁ ଗୁଡିକରେ ରାସ୍ତା, ପାନୀୟ ଜଳ, ବିଦ୍ୟୁତ୍ ,ସ୍କୁଲ ଭଳି ବିଭିନ୍ନ ସମସ୍ୟା ଲାଗିରହିଛି। ଦେଖିବା ଏହି ରିପୋର୍ଟ
#Koraput #DurgamOdisha #Underdevelopment #Narayanpatna #ArgusNews