ପିପିଲି ଉପନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ କଡ଼ା ନିର୍ଦେଶ। ପୁଲିଂ ଅଫିସର ମାନେ ଡ଼ବଲ ଡୋଜ ନେବା ବାଧ୍ୟତାମୂଳକ ବୋଲି କହିଛନ୍ତି। ଡ଼ବଲ ଡୋଜ ନ ନେଇଥିଲେ ବୁଥ ଭିତରକୁ ପ୍ରବେଶ ମନା।
#Pipili #Election #CovidPandemic #ElectionCommission #pooling #doubledose #Mandatory #Odisha #ArgusNews