ପୁଣି ରାଜରାସ୍ତାରେ ରାଜନୈତିକ ହିଂସା । ଗଞ୍ଜାମରେ ରାଜନୈତିକ ହିଂସା । ଗଞ୍ଜାମର ଏକ ନିର୍ଦ୍ଦିଷ୍ଟ ଦଳର କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ । ପାତ୍ରପୁର ବ୍ଲକ ଖମ୍ବାରୀଗାଁ ପଞ୍ଚାୟତର ବାବନପୁର ଗାଁରେ ଆକ୍ରମଣ । ଶାସକ ଦଳ କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ।
#Ganjam #PanchayatElections #Politicalviolence #ATTACK #Odisha #ArgusNews