ପୁରୀରେ ଅତିଥିଙ୍କ ଆଗମନ ପାଇଁ ଏକ ସୁନ୍ଦର ବାର୍ତ୍ତା ନେଇ ଯୁବ ସେବାୟତ ସିଂହରୀ ରାଜେଶ କୁମାର କରଙ୍କ ଏକ ଭିନ୍ନ ଧରଣର ରାପ୍ ସଙ୍ଗୀତ ଅତିଥି ଦେବୋ ଭବୋର ଶୁଭ ଉନ୍ମୋଚନ କରାଯାଇଛି।ରାପର ରାଜେଶଙ୍କ ଦ୍ୱାରା ଏହି ରାପ୍ ସଙ୍ଗୀତର ପ୍ରଯୋଜନା,ସଙ୍ଗୀତ,କଣ୍ଠଦାନ ଓ ଗୀତ ସମ୍ପୂର୍ଣ୍ଣ କରାଯାଇଛି
#ArgusNews #Odisha #ArgusNewsTV #Puri #RapMusic