ଚାଷୀ ମୁଣ୍ଡରେ ଚଡକ। ପିଛା ଛାଡୁନି ଦୁର୍ଦ୍ଦଶା । ଅଦିନିଆ ବର୍ଷାରେ ଭିଜିଲା ଚାଷୀର ବର୍ଷକର ପରିଶ୍ରମ। ସମ୍ବଲପୁରର ତାଲବ ଗାଁରେ ଅଦିନିଆ ବର୍ଷା ଉଜାଡି ଦେଇଛି ଜୀବିକା। ଋଣ କରି ଚାଷ କରିଥିବା ଚାଷୀ ଏବେ ଋଣ କେମିତି ସୁଝିବ ସେହି ଚିନ୍ତାରେ ପଡିଛି ।
#ArgusNews #Odisha #Sambalpur #Rengali #FarmerProblem