ବିକାଶ ବିକାଶ କହି ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାର ଏବେ ଶିଶୁଙ୍କ ହାତରୁ କଲମ ଛଡାଇ ହାତରେ ଧରାଉଛନ୍ତି କୋଡ଼ି କୋଦାଳ। ସ୍ୱଳ୍ପ ଅର୍ଥ ର ପ୍ରଲୋଭନ ଦେଖାଇ ପିଲାଙ୍କୁ ଲଗାଯାଉଛି ଲେବର କାମରେ...ଯାହା ରାଜ୍ୟ ସରକାରଙ୍କ ଶିଶୁଙ୍କ ବିକାଶ କଥା ଚିନ୍ତା କରୁଥିବାର ବାସ୍ତବତାକୁ ସାମ୍ନାକୁ ଆଣିଛି
#Mayurbhanj #Childlabour #Odisha #ArgusNews