#ନା_ଏଠି_ଧାନ_ରୁଆ_ହବ_ନା_ଗଛ_ଲାଗିବ
ଏଇଟାକୁ ଯଦି ରସ୍ତା କୁହାଯିବ, ତାହେଲେ ଧାନ ବିଲ କାହାକୁ କହିବା ? ଏଥର ରାସ୍ତା କର, ନ ହେଲେ ଭୋଟ ବର୍ଜନ ଏକମାତ୍ର ରାସ୍ତା । ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଗ୍ରାମବାସୀଙ୍କ ଚେତାବାନୀ ।
#Berhampur #roadissues #vote #complain #collector #CMOOdisha #Odisha #ArgusNews