#ଚିକିତ୍ସା_ପାଇଁ_ବନ୍ଧା_ପଡିଲା_ଆବାସ
#ବିଜୁ_ସ୍ଵାସ୍ଥ୍ୟ_କଲ୍ୟାଣ_ଯୋଜନାର_ଖୋଲିଲା_ଗୁମର
#ବିଜ୍ଞାପନର_ସତ_ଖୋଲିଲା_ଗ୍ରାଉଣ୍ଡ_ରିପର୍ଟ
ବାଟ ହୁଡୁଛି ବିଜୁ ସ୍ବାସ୍ଥ୍ୟକଲ୍ୟାଣ ଯୋଜନା । ଅର୍ଥାଭାବରୁ ହୋଇପାରୁନି ଚିକିତ୍ସା । ଚିକିତ୍ସା ପାଇଁ ଘର ବନ୍ଧା ପକାଇଲେ କିଡନୀ ରୋଗୀ, ପର ଦୁଆରେ ନେଉଛନ୍ତି ଆଶ୍ରୟ । ବିଜୁ ସ୍ବାସ୍ଥ୍ୟକଲ୍ୟାଣ ଯୋଜନାର ଉଡିଲା ଧଜିଆ ।
#Nuapada #bijuhealthcard #healthissue #kidneypatient #Odisha #ArgusNews