ପୁରୀ ବେଳାଭୂମିରେ ହେବ ମଦ୍ୟପାନର ଅତ୍ୟାଧୁନିକ ଵ୍ୟଵସ୍ଥା । ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଅନଲାଇନ ଆବେଦନ ମଧ୍ୟ ଚାଲିଛି । ଆସନ୍ତାକାଲି ଏହି ଆବେଦନର ଶେଷ ତାରିଖ । ମଦ ପ୍ରସାରର ଯୋଜନାକୁ କଡା ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ୨୫ରୁ ଅଧିକ ସଙ୍ଗଠନ। ।
#ArgusNews #ArgusNewsTV #Odisha #Puri #wine #Protest