ଭଦ୍ରକ ଜିଲ୍ଲା ବନ୍ତବ୍ଲକ ସେଣ୍ଢତୀରା ପଞ୍ଚାୟତ ମହାନ୍ତିଆ ଗ୍ରାମରେ ରହନ୍ତି ୭୭ ବର୍ଷ ବୟସର ଶିଳ୍ପୀ ନାରାୟଣ ଚନ୍ଦ୍ର ସେନାପତି । ନାରାୟଣ ଏମିତି ଜଣେ ଶିଳ୍ପୀ ଯିଏକି ସାମ୍ନାରେ ଦେଖୁଥିବା ଦୃଶ୍ୟକୁ କାନଭାସରେ ଦିଅନ୍ତି ଅବିକଳ ରୂପ । ବୟସର ଅପରାହ୍ନରେ ପହଞ୍ଚିଥିବା ନାରାୟଣ ନିଜର ନୁଆଁଣିଆ ଚାଳଘରେ ଏବେବି ସାଧନାରେ ବ୍ୟସ୍ତ ।
#bhadrak #artist #GoodNews #ArgusNews #Odisha