#ରାଜ_ପରିବାରରେ_ରକ୍ତର_ହୋଲି
#ମା_କୁ_ହତ୍ୟା_କଲା_ସୈତାନ_ପୁଅ
ପାରିବାରିକ କଳହର କରୁଣ ପରିଣତି । କଟକ ଶ୍ରୀବିହାର କଲୋନୀରେ ପୁଅର କଟୁରି ଚୋଟରେ ପ୍ରାଣ ହରାଇଛନ୍ତି କନିକା ରାଜାଙ୍କ ନାତୁଣୀ ବୋହୁ ପରେଶ କୁମାରୀ ଭଞ୍ଜଦେଓ । ପରେଶ ଦେବୀଙ୍କୁ ତାଙ୍କର ଏକମାତ୍ର ପୁଅ ଗୋପାଳ ଧାରୁଆ କଟୁରି ଓ ଅନ୍ୟ ଏକ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛି ।
#SribiharColony #royalfamily #mother #Son #landdispute #rajaparibara #Odisha #ArgusNews