ଚିକିତ୍ସା କ୍ଷେତ୍ରରେ ଆଉ ଏକ ନିଆରା ପଦକ୍ଷେପ । ମଧୁମେହ ଆକ୍ରାନ୍ତ କିମ୍ବା ଅନ୍ୟାନ୍ୟ ସାଧାରଣ ରୋଗୀଙ୍କୁ ଏଣିକି ଆପ କରିବ ସଚେତନ । ଏଭଳି ଏକ ଆପ 'ନିମାଇ' ପ୍ରସ୍ତୁତ ହୋଇଛି । ଏହାକୁ ପ୍ରସ୍ତୁତ କରିଛନ୍ତି ଆଇଆଇଟି ଖଡ଼ଗପୁରର କମ୍ପ୍ୟୁଟର ବିଜ୍ଞାନ ତଥା ଏମ. ଟେକ ବିକ୍ରମ ରାୟ
#nimaiapp #khadagpur #mtechstudent #bikramray #healthdept #ArgusNews