ଗଞ୍ଜାମ ଜିଲ୍ଲା ଛତ୍ରପୁର ସରକାରୀ ୟୁପିସ୍କୁଲ ଶିକ୍ଷକ ଶ୍ରୀ ଅଜିତ କୁମାର ସେଠି, ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ପୁରଷୃତ ହୋଇଛନ୍ତି । ଶ୍ରୀ ଅଜିତ କୁମାର ସେଠି ସଙ୍ଗୀତ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରିଥାନ୍ତି ।
#teacher #felicitation #Odisha #chatrapur #Ganjam #PresidentOfIndia #ArgusNews