ସଟ୍ଡାଉନରେ ପୁଣି ମାତିଲେ ଲୁଟେରା। ଦୋକାନ ତାଲା ଭାଙ୍ଗି ଲୁଟ। ଭୁବନେଶ୍ବର ସହିଦ ନଗର ବିଏମସି ମଲ ସମ୍ମୁଖରେ ଥିବା ଏକ ଗ୍ରୋସରି ଦୋକନରୁ ଲୁଟ । ବିଳମ୍ବିତ ରାତିରେ ଲୁଟି ନେଇଛନ୍ତି ଲୁଟେରା ।
#ArgusNews #Odisha #shutdown #Bhubaneswar #Loot