ଆଜି ବ୍ଲକ ଅଧ୍ୟକ୍ଷ ପାଇଁ ପ୍ରତି ବ୍ଲକରେ ନିର୍ବାଚନ ଥିବା ବେଳେ ଅଧ୍ୟକ୍ଷଙ୍କୁ ନିର୍ବାଚନରେ ଭୋଟ ଦେବା ପାଇଁ ଦୀପକୁ ସାକ୍ଷୀ ରଖି ସମିତି ସଭ୍ୟଙ୍କୁ ଶପଥ ପାଠ କରାଇଲେ ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ । ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
#khordha #Begunia #MLA #RajendraKumarSahu #Swearing #Viralvideo #ArgusNews