ହାର ମାନି ନାହାନ୍ତି କଳାକାର । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅଣକା ଗ୍ରାମପଞ୍ଚାୟତର ମହାଦେଇପୁର ଗାଁର କନକ ଲତା ସାମଲ । ପରିବାର ପାଇଁ ସେ ସାଜିଛନ୍ତି ଏକା ସାରଥୀ । କୋରନା ମହାମାରୀ ପାଇଁ ପେଶା ବନ୍ଦ ହୋଇଯାଇଛି ସତ କିନ୍ତୁ ସେ ତାଙ୍କ ନିଶାରୁ ଓହରି ନାହାନ୍ତି....
#ArgusNews #Odisha #Jajpur #Badachana #Artist