ଅଧିକ ପଢନ୍ତୁ ଓଡିଶା ଖବର
ଲୁଟେରାଙ୍କୁ ଧରିବା ପାଇଁ ଗଠନ ହେଲା ସ୍ୱତନ୍ତ୍ର ଟିମ । ଲକ୍ଷାଧିକ ଟଙ୍କାର ସିଗାରେଟ ଓ ପୁଡିଆ ଲୁଟ ।
ଭୁବନେଶ୍ବର : ରାଜଧାନୀରେ ମାତିଲେ ଲୁଟେରା । ନୟାପଲି ଥାନା ଅଞ୍ଚଳରେ ସିରିଜ ଲୁଟ । ନେଇଗଲେ ଦାମୀ ସିଗାରେଟ, ପୁଡିଆ ଓ 5ଟି ଗ୍ୟାସ ଟାଙ୍କି । 3ଜଣ ଅଟୋ ରେ ଆସି ଲୁଟ ପାଟ କରିଥିବାର ଚିତ୍ର ସିସି ଟିଭି ରେ କଏଦ ହୋଇଛି । ନୟାପଲି ଥାନାରେ ଅଭିଯୋଗ ପରେ ପୋଲିସ ର ଖୋଳତାଡ ।
ଅଧିକ ପଢନ୍ତୁ ଓଡିଶା ଖବର
ଲୁଟେରାଙ୍କୁ ଧରିବା ପାଇଁ ଗଠନ ହେଲା ସ୍ୱତନ୍ତ୍ର ଟିମ । ଲକ୍ଷାଧିକ ଟଙ୍କାର ସିଗାରେଟ ଓ ପୁଡିଆ ଲୁଟ ।
ଅର୍ଗସ ବ୍ୟୁରୋ : ନୂଆ ବର୍ଷରୁ ରତ୍ନ ଭଣ୍ଡାରର ଗଣତି ମଣତି। ଜିପିଆର ସର୍ଭେର ଚୁଡାନ୍ତ ରିପୋର୍ଟ ଖୁବ୍ ଶୀଘ୍ର ଆସିବ। ପ୍ରାଥମିକ ଆଲୋଚନାରୁ କୌଣସି ଗୁପ୍ତ କୋଠାରୀ ବା ସୁଡଙ୍ଗ ନଥିବା ପ୍ରାୟତଃ ଜଣା ପଡିଛି। ଚୁଡାନ୍ତ ରିପୋର୍ଟକୁ ଆମେ ଅପେକ୍ଷା କରିଥିବା କହିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ।
ଅଧିକ ପଢନ୍ତୁ : ଶେଷ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ସର୍ଭେ
ସେ କହିଛନ୍ତି ,କାର୍ତ୍ତିକ ମାସ ଚାଲିଥିବାରୁ ଶ୍ରୀ ମନ୍ଦିର ଭିଡ ରହିଚି। କାର୍ତ୍ତିକ ପରେ ରତ୍ନ ଭଣ୍ଡାର ମରାମତି ହେବ। ରତ୍ନ ଭଣ୍ଡାରରେ ଫାଟ ରହିଥିବା ସ୍ପଷ୍ଟ ହୋଇଛି। କାର୍ତ୍ତିକ ମାସ ପରେ ଏକ ମାସ ଧରି ମରାମତି କାମ କରିବ ଏଏସଆଇ। ମରାମତି ହେବା ପରେ ରତ୍ନ ଅଳଙ୍କାର ଗଣତି କରାଯିବ। ପୁରୁଣା ତାଲିକା ସହ ମ୍ୟାଚ କରଯାଇ ୭ ଦିନ ଭିତରେ ରିପୋର୍ଟ ପ୍ରକାଶ କରାଯିବ।