ସଦସ୍ୟତା ଅଭିଯାନରେ ଜେପି ନଡ୍ଡାଙ୍କ ବଡ଼ ବୟାନ । ଭାରତରେ ୫ ହଜାର ପାର୍ଟି, ୫୦ରୁ ଅଧିକ ଆକ୍ଟିଭ ପାର୍ଟି । ବିଜେପି ଏକମାତ୍ର ଗଣତାନ୍ତ୍ରିକ, କ୍ୟାଡର ଯୁକ୍ତ ରାଜନୈତିକ ଦଳ
ନଡ୍ଡା କହିଲେ, ବିଜେପିରେ ନେତା ପୁଅ ନେତା ହୁଏନି, ମାଟିରୁ ଆସିଥିବା ବ୍ୟକ୍ତି ନେତା ହୁଏ କହିଲେ ନଡ୍ଡା
ଉପରମୁଣ୍ଡରେ ବର୍ଷା, ପୁଣି ସୁବର୍ଣ୍ଣରେଖାରେ ବନ୍ୟା ଆଶଙ୍କା । ଗାଲୁଡିହିରୁ ୨୨୦୦ କ୍ୟୁସେକ ପାଣି ଛାଡ଼ିଲା ପରେ ବଢ଼ିଲା ଆଶଙ୍କା, ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଖୋଲିଲା ଡ୍ୟାମ୍ ଗେଟ୍
ଗତ ୨୪ ଘଣ୍ଟାରେ ତାଳଚେରରେ ସର୍ବାଧିକ ୧୫୫ ମିଲିମିଟର ବର୍ଷା । ବାଲିକୁଦାରେ ୧୦୫, ଜଗତସିଂହପୁର ୯୯.୧, ଉଦଳା ୯୪ ମିମି ବର୍ଷା ସହ କପ୍ତିପଦା ୯୨, ଗୋପ ୯୧, କେନ୍ଦୁଝରଗଡ଼ ୮୯ ମିମି ବର୍ଷା ରେକର୍ଡ ହୋଇଛି
ମାନହାନି ମୋକଦ୍ଦମା ମାମଲାରେ ସଞ୍ଜୟ ରାଉତଙ୍କୁ ଜେଲ୍ ଦଣ୍ଡାଦେଶ । ଶିବସେନା ନେତା ସଞ୍ଜୟଙ୍କୁ ୧୫ ଦିନ ଜେଲ୍ ସହ ୨୫ ହଜାର ଜରିମାନା, ସଂଜୟଙ୍କୁ ଜେଲ୍ ଦଣ୍ଡାଦେଶ କଲେ ମୁମ୍ବାଇ ମେଟ୍ରୋପଲିଟାନ୍ କୋର୍ଟ
ଯାଞ୍ଚ ହେବ ମହାପ୍ରସାଦ, ଶୁଖିଲା ଭୋଗର ମାନ; ଶ୍ରୀମନ୍ଦିରରେ ନିଯୁକ୍ତ ହେବେ ଫୁଡ୍ ଇନ୍ସପେକ୍ଟର
ସୂର୍ଯ୍ୟ ମନ୍ଦିରର ଉତ୍ତର ପାର୍ଶ୍ୱରେ ଜମିଲା ୧ ଫୁଟ୍ର ପାଣି । ଲଗାଣ ବର୍ଷା ପରେ ପାଣି ଜମିଥିବାରୁ ପର୍ଯ୍ୟଟକ ହନ୍ତସନ୍ତ । ପମ୍ପସେଟ୍ ଲଗାଇ ପାଣି ନିଷ୍କାସନ ପାଇଁ ଉଦ୍ୟମ ଜାରି
ପାରାଦୀପ ମହାନଦୀ ମୁହାଣରେ ଫସିଲେ ୧୪ ମତ୍ସ୍ୟଜୀବୀ । ଗୋଟିଏ ବୋଟ୍କୁ ଉଦ୍ଧାର ପାଇଁ ଯାଇ ଫସିଲା ଆଉ ଏକ ବୋଟ୍, ଅଚଳ ବୋଟ୍କୁ ଟାଣି ଟାଣି ଆଣୁଥିବା ବେଳେ ଦଉଡ଼ି ଛିଣ୍ଡିଲା । ଦଉଡ଼ି ଛିଣ୍ଡି ପଙ୍ଖାରେ ଲାଗିବାରୁ ଫସିଲା ଉଦ୍ଧାରକାରୀ ବୋଟ୍
ଫସିଲେ ୧୪ ମତ୍ସଜୀବୀ
କଟକ ନିଶ୍ଚିତକୋଇଲିରେ ନକଲି ମଦ ଜବତ : ଏକ ବାରରୁ ବିପୁଳ ପରିମାଣର ନକଲି ମଦ ଜବତ । ମଦ ସହ ଏକ ସ୍କୁଟି ଜବତ କଲା ଜିଲ୍ଲା ଅବକାରୀ ବିଭାଗ, ନକଲି ମଦ କାରବାର ଅଭିଯୋଗରେ ୫ ଅଟକ