ଭଦ୍ରକ ପୋରାଞ୍ଚଳ ଅଧିନସ୍ଥ ଗରଦପୁର ଠାରେ ରହିଛି ଏୖତିହାସିକ ଗାନ୍ଧୀ ଓଡିଶା ବାଳାଶ୍ରମ….ଏହି ବାଳାଶ୍ରମକୁ 1928 ମସିହାରେ ପ୍ରତିଷ୍ଠା କରିଥିଲେ ଗାନ୍ଧିଜୀଙ୍କ ପଟ ଶିଷ୍ୟ ତଥା ଗୁଜୁରାଟର ଜଣେ ଧନ୍ୟତା ବ୍ୟକ୍ତି ଜିବିରାମ କଲ୍ୟାଣୀ ଜି... ସେ ଏହି ଆଶ୍ରମ ଠାରେ ରହି ବନ୍ୟା ପ୍ରପୀଡ଼ିତଙ୍କୁ ସାହାଯ୍ୟ କରି ଆସୁଥିଲେ...
#ArgusNews #Odisha #Bhadrak #Gandhi_Memory