ପୋଲିସ ଡ୍ରୋନରେ ମାଓବାଦୀଙ୍କ ନିର୍ଦ୍ଦେଶରେ ଯାଉଥିବା ଗ୍ରାମବାସୀଙ୍କ ଚିତ୍ର । ଏଭଳି ଦେଖିବାକୁ ମିଳିଛି ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ । ମାଓବାଦୀଙ୍କ ନିର୍ଦ୍ଦେଶରେ ଶହ ଶହ ଗ୍ରାମବାସୀ ରାସ୍ତା କାଟିବାକୁ ଯିବା ସମୟରେ , ପୋଲିସର ଡ୍ରୋନରେ କଏଦ ହୋଇଥିବା ଚିତ୍ର.....
#ArgusNews #Odisha #Police #Chatishgarh