ଜାଲିଆନବାଲା ବାଗର ନୂଆ ସ୍ମାରକର ଉଦଘାଟାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉଦଘାଟନୀ ସମାରୋହକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ନୂଆ ପରିସର ନୂଆ ପିଢିକୁ ପ୍ରେରଣା ଦେବ । ଏହା ସବୁବେଳେ ସ୍ବାଧିନତା ପାଇଁ ଦିଆଯାଇଥିବା ବଳିଦାନକୁ ମନେ ପକାଇବ ।
Narendra Modi #jalianwalabagh #National #ArgusNews