ଅନୁଗୁଳରେ ମୃଦୁ ଭୂମିକମ୍ପ । ଶନିବାର ମଧ୍ୟରାତ୍ରିରେ ଅନୁଗୁଳ ସହର ଓ ଆଖପାଖ ଅଞ୍ଚଳରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ରାତି ଗୋଟାଏ ବାଜି 7 ମିନିଟ ସମୟରେ ଅନୁଗୁଳ ସହରର ପ୍ରାୟ 2 ସେକେଣ୍ଡ ପାଇଁ ଏହି ଝଟ୍କା ଅନୁଭବ କରିଥିଲେ ଲୋକ ।
#ArgusNews #ArgusNewsTv #Odisha #Angul #Earthquake