ଶାରଦୀୟ ଦୁର୍ଗାପୂଜା ଅବସରରେ ଚଳଚଞ୍ଚଳ ଓଡିଶାର ସମସ୍ତ ଶକ୍ତିପୀଠ । ବାଙ୍କୀର ଆରାଧ୍ୟ ଦେବୀ ମା ଚର୍ଚ୍ଚିକା ପୀଠରେ ମୂଳା ଅଷ୍ଟମୀଠାରୁ ମହାଅଷ୍ଟମୀ ପର୍ଯ୍ୟନ୍ତ ସ୍ୱତନ୍ତ୍ର ନୀତିରୀତି ଓ ପରମ୍ପରା ଅନୁସାରେ ଚାଲିଛି ମାଙ୍କର ଷୋଡଶ ପୂଜାର ଉପଚାର ପୂଜା ।
#ArgusNews #ArgusOdisha #ArgusOdia #ArgusUpdate #DurgaPuja #Banki