ପାରିବାରିକ କଳହର କରୁଣ ପରିଣତି । ଶିଶୁକନ୍ୟାକୁ ଧରି କୂଅକୁ ଡେଇଁଲା ମାଆ । ଉଭୟଙ୍କୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ଏମକେସିଜିରେ ଭର୍ତ୍ତି କରାଯାଇଥିବାବେଳେ ଛୁଆର ମୃତ୍ୟୁ ଘଟିଛି । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବଡବଜାର ଥାନା ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା।
#ArgusNews #ArgusOdisha #ArgusOdia #ArgusUpdate