କୋଟିପତି ଗଞ୍ଜେଇ ମାଫିଆ ଗିରଫ । ମାଫିଆ ନିକଟରୁ ଜବତ ହୋଇଛି ଲକ୍ଷାଧିକ ଟଙ୍କାର ଗଞ୍ଜେଇ ହୋଇଛି । ଜନବସତିରେ ଦୁଇ ବର୍ଷ ହେବ କରି ଚାଲିଥିଲା ଗଞ୍ଜେଇ କାରବାର । ଏଭଳି କିଛି ଘଟଣା ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି...
#ArgusNews #Odisha #ArgusUpdate