#ଜେଲ_ଭିତରୁ_ଭଣ୍ଡ_ଗୁରୁଜୀ_ମାନସ_ଦାସ_ଚଳାଇଛନ୍ତି_ସାମ୍ରାଜ୍ୟ
#କିଏ_ଦେଇଛି_ମାନସ_ଦାସଙ୍କୁ_ଏତେ_ସାହସ
ଭଣ୍ଡ ଗୁରୁଜୀ ମାନସ ଦାସଙ୍କ ନାଁରେ ପୁଣି ଆସିଲା ସଂଗୀନ ଅଭିଯୋଗ । ଜେଲରୁ ଥାଇ ବାପ-ପୁଅ ଅପରେଟ କରୁଛନ୍ତି କ୍ରାଇମ ସିଣ୍ଡିକେଟ୍। ଜମେ ବେଗୁନିଆ ଅଞ୍ଚଳର ଜଣେ ଆଦିବାସୀ ନେତାଙ୍କୁ ମାନବବାଦ ସଂଗଠନର ଲୋକ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି ।
#ManasDas #InhumanAttack #manabvadi #FakeGod #terror #Odisha #ArgusNews #Khordha