ଗତକାଲି 32 ହଜାର ଟେଷ୍ଟିଂ ହୋଇଛି । ଅଗଷ୍ଟ 20 ସୁଦ୍ଧା 50 ହଜାର ଟେଷ୍ଟ କରିବାକୁ ଧାର୍ଯ୍ୟ କରାଯାଇଛି । କିଟର ଉପଲବ୍ଧତା ଓ ଆବଶ୍ୟକତା ଏବଂ ସଂକ୍ରମଣର ମାତ୍ରକୁ ଦେଖି ସରକାର ଆଗକୁ ଅଧିକରୁ ଅଧିକ ଟେଷ୍ଟିଂ କାପାସିଟ ବଢାଇବାକୁ ଯୋଜନା ରଖିଛନ୍ତି...
#ArgusNews #OdishaNews #Covid19 #Antigen_test