କୋରାପୁଟରେ ବେୟାଇନ ମଦ ବିକ୍ରୀକୁ ତିବ୍ର ବିରୋଧ ।ବିରୋଧ କରି ତାତିଲେ ମହିଳା ।ଆଉ ମଦ ବନ୍ଦ ପାଇଁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କଲେ ଶତାଧିକ ମହିଳା । ବୋରିଗୁମ୍ମା ଥାନା ମାଲଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନନ୍ଦିଲା ଗ୍ରାମରେ ମଦ ବିକ୍ରି ବନ୍ଦ କରିବାରେ ପ୍ରଶାସନ ବିଫଳ। ...ବେୟାଇନ ମଦ ପିଇ ଅସାମାଜିକ କାର୍ଯ ବଢୁଛି ।ଘରେ ଘରେ ଘରୋଇ କଳି ଲାଗିରହିବା ସହ ଅଘଟଣ ଘଟୁଛି । ମଦ ବିକ୍ରି ବନ୍ଦ କରିବା ପାଇଁ ପୋଲିସ ଓ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ମଦ ମାଫିଆମାନେ ମଦ ବିକ୍ରି ବନ୍ଦ କରୁନାହାନ୍ତି । #ArgusNews #TheArgus #Koraput #BanLiqourProtest