|| Headlines 9am ||
- ମୋଦୀ ସରକାରଙ୍କ ଦ୍ଵିତୀୟ ପାଳିରେ ପ୍ରଥମ କ୍ୟାବିନେଟ୍ ସଂପ୍ରସାରଣ
- ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଧର୍ମେନ୍ଦ୍ରଙ୍କ ସହ ତିନି ଓଡିଆ
- କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପରେ ଆଜି ବସିବ କ୍ୟାବିନେଟ ବୈଠକ
- ରାଜ୍ୟରେ ଆଉ ୫୭ ଜଣଙ୍କ କରୋନାରେ ଗଲା ଜୀବନ
- ହ୍ବାଟସ୍ଆପ୍ରେ ସବମିଟ୍ ହେବ ଯୁକ୍ତ ଦୁଇ ଶେଷ ବର୍ଷ ପ୍ରୋଜେକ୍ଟ ପେପର
- କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା
- ଆଜି ମହାପ୍ରଭୁଙ୍କ ବନକଲାଗି ନୀତି
#ArgusNews #ArgusNewsTV #Odisha #Headlines