#୧୨ଟି_ଆମ୍ବ_ପୁରଣ_କଲା_ଗରୀବ_ଝିଅର_ସ୍ବପ୍ନ
ମାତ୍ର ୧୨ ଟି ଆମ୍ବ ଆଣିଲା ଗରୀବ ଝିଅ ମୁହଁରେ ଖୁସି। ପୁରଣ ହେଲା ତା’ର ଅନ୍ ଲାଇନ୍ ପାଠ ପଢ଼ିବାର ସ୍ବପ୍ନ। ୧୨ ଟି ଆମ୍ବକୁ ୧ ଲକ୍ଷ ୨୦ ହଜାର ଦେଇ କିଣିଲେ ବଦାନ୍ୟ ବ୍ୟକ୍ତି। ସେହି ଟଙ୍କାରେ ଘରକୁ ଆସିଲା ରାସନ ତା ସାଙ୍ଗକୁ ସ୍ମାର୍ଟ ଫୋନ୍।
#ArgusNews #National #ArgusNewsTv #Jharkhand #littlegirl