ଆରମ୍ଭ ହୋଇଛି ତ୍ରିସ୍ତରୀୟ ନିର୍ବାଚନ ପ୍ରକ୍ରିୟା । ଆଉ ଏଭଳି ସ୍ଥିତିରେ ବର୍ଷ ବର୍ଷ ଧରି ପଡ଼ି ରହିଥିବା ଉନ୍ନତିମୂଳକ କାମକୁ ତ୍ବରାନ୍ବିତ କରିବା ପାଇଁ ଆଗଭର ହୋଇ ପଡ଼ିଛି ସରକାରୀ କଳ । ଏହା ଶାସକ ଦଳର ସମର୍ଥିତ ପ୍ରାର୍ଥୀଙ୍କୁ ସୁହାଇବା ପାଇଁ ନୁହେଁ ତ ? ଏନେଇ ଉଠିଛି ପ୍ରଶ୍ନ
#Angul #RoadProblem #Corruption #OdishaGovt #PanchayatElection #ArgusNews #Odisha