#ଭାରତୀୟ_କ୍ରୀଡ଼ାରେ_ସୁବର୍ଣ୍ଣଯୁଗର_ପଦଧ୍ବନୀ
ପୁଣି ଖେଳାଳିଙ୍କ ମନୋବଳ ବଢ଼ାଇଲେ ପ୍ରଧାନମନ୍ତ୍ରୀ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇ ଫେରିଥିବା ଖେଳାଳିଙ୍କୁ ଦେଲେ ମୈଦାନରେ ଲଢ଼ିବାର ମନ୍ତ୍ର। ପିଏମଙ୍କୁ ଭେଟି ଖୁସ୍ ବ୍ୟକ୍ତ କରିଛନ୍ତି ମେଡାଲିଷ୍ଟ...।
#NarendraModi #CommonwealthGames2022 #medalist #ArgusNews